Wednesday, November 12, 2025
16 C
London

ରଘୁବୀର ସେନା ପକ୍ଷରୁ ରାମ ନବମୀରେ ମନ୍ଦିର ନିର୍ମାଣ ସକାଶେ ହଳନଙ୍ଗଳରେ ବିହନ ରୋପଣ l

କୁକୁଡାଖଣ୍ଡି,o୮/୪(କଳିଙ୍ଗ ଜାଗରଣ ବ୍ୟୁରୋ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଟେକ୍ନୋସିଟି ଅଞ୍ଚଳରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ରଘୁବୀରସେନା ପକ୍ଷରୁ ଜର ଯାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାମ ନବମୀ ରେ ମନ୍ଦିର ପ୍ରତିଷ୍ଠା ହେବା କୁ ଥିବା ଜମି ରେ ତୁଳସୀ ଅର୍ପଣ,ବ୍ରହ୍ମଣ ଙ୍କ ମନ୍ତ୍ର ପାଠ ରେ ଚତୁର୍ବେଦୀ ମଙ୍ଗଳଦ୍ୱୀପ ଅର୍ପଣ, ଅଗ୍ନିସ୍ଥାପନ,ହଳଲଙ୍ଗଳ ଇତ୍ୟାଦି କର୍ମକାଣ୍ଡ ପରେ ଜମି ରେ ବିହନ ରୋପଣ ସହ ଶ୍ରୀରାମ ଚନ୍ଦ୍ରଙ୍କ ପୂଜାଅର୍ଚନା କରିବା ସହ ଆଖିପାଖ ନଗର ପରିକ୍ରମା କରାଯାଇଛି l ଜୈ ଶ୍ରୀରାମ ନାରା ରେ ପ୍ରକମ୍ପିତ କରି ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଫୋଟ ଚିତ୍ର କୁ ଗ୍ରାମପରିକ୍ରମା କରି ଅଞ୍ଚଳ କୁ ଭକ୍ତିମୟ ପରିବେଶ ରେ ପରିଣତ କରିବା ରେ ସକ୍ଷମ ହୋଇଛି ରଘୁବୀର ସେନା l ଏଥିରେ ମନ୍ଦିରର ନିର୍ମାଣ ନିମନ୍ତେ ସହଯୋଗ ନେତୃତ୍ୱ କମିଟିର ସଭାପତି ଶ୍ରୀକାନ୍ତ ଚୌଧୁରୀ,ଉପ ସଭାପତି ଚିନ୍ତାମଣି ବେହେରା, ଅଭିରାମ ବେହେରା ସମ୍ପାଦକ କୃତିବାସ ବିଶ୍ୱାଳ,ସହ ସମ୍ପାଦକ ଆରତୀ ସାହୁଙ୍କ ବହୁ ରଘୁବୀର ସେନାର କର୍ମକର୍ତ୍ତା ମାନଙ୍କ ସାହାଯ୍ୟ ସହଯୋଗ ରେ ଧୁମଧାମ ରେ ପାଳିତ ହୋଇଯାଇଛି l

Hot this week

ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l ଦାରିଙ୍ଗିବାଡ଼ିରେ...

ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହାଡକୁ ପିଟି ହେଲା ହିଟାଚି ଗାଡି ବୋଟେଇ ଟ୍ରକ l

ଗଜପତି,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ମାର୍ଲବା...

ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।...

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଭୁବନେଶ୍ୱର,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ...

ନିୟନ୍ତ୍ରଣ ହରାଇ ଟ୍ରକ୍କୁ ପଛରୁ ପିଟିଲା ଟୁରିଷ୍ଟ ବସ୍ l

ସମ୍ବଲପୁର,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ...

Topics

ପ୍ରେମିକାର ବେକ କାଟିଲା ପ୍ରେମିକ ।

ମୟୁରଭଞ୍ଜ ,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି...

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ।

ଭୁବନେଶ୍ୱର,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା...

କଟକ ସହରରେ କୋଠାର ବାଲକୋନୀ ଭୁଶୁଡ଼ି ପରିବାରର ୩ ଜଣଙ୍କର ମୃତ୍ୟୁ l

କଟକ,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର...
spot_img

Related Articles

Popular Categories

spot_imgspot_img