Wednesday, November 12, 2025
16.2 C
London

ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ।

ମାଲକାନଗିରି,o୮/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଆଦିବାସୀ ଯୁବକ ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଉଭୟ ଆଦିବାସୀ ଯୁବକ ମହୁଲ ସଂଗ୍ରହ କରିବା ଲାଗି ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ବିସ୍ପୋରକ ସାମଗ୍ରୀ ରଖିଥିଲେ ।

Hot this week

ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l ଦାରିଙ୍ଗିବାଡ଼ିରେ...

ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହାଡକୁ ପିଟି ହେଲା ହିଟାଚି ଗାଡି ବୋଟେଇ ଟ୍ରକ l

ଗଜପତି,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ମାର୍ଲବା...

ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।...

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଭୁବନେଶ୍ୱର,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ...

ନିୟନ୍ତ୍ରଣ ହରାଇ ଟ୍ରକ୍କୁ ପଛରୁ ପିଟିଲା ଟୁରିଷ୍ଟ ବସ୍ l

ସମ୍ବଲପୁର,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ...

Topics

ପ୍ରେମିକାର ବେକ କାଟିଲା ପ୍ରେମିକ ।

ମୟୁରଭଞ୍ଜ ,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି...

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ।

ଭୁବନେଶ୍ୱର,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା...

କଟକ ସହରରେ କୋଠାର ବାଲକୋନୀ ଭୁଶୁଡ଼ି ପରିବାରର ୩ ଜଣଙ୍କର ମୃତ୍ୟୁ l

କଟକ,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର...
spot_img

Related Articles

Popular Categories

spot_imgspot_img