ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ୍: ଜଣେ ଗୁରୁତର l

କୁକୁଡାଖଣ୍ଡି,୨୫।୧୨(ଇ ରଞ୍ଜନ):- କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ କାଳୀ ମନ୍ଦିର ସାହି ରେ ସୋମବାର ରାତ୍ର ସାଢେ଼ ୧୦ ସମୟରେ ବୋରିଗାଁ ପଞ୍ଚାୟତର ପ୍ରଫୁଲ୍ଲ ରାଉଳ ନାମକ ଜଣେ ଗୁରୁତର l ସେ ଅଟୋ ଚଳାଇ ଦୈନିକ ଘରକୁ ଫେରିବା ଭଳି ଗତ କାଲି ରାତ୍ର ରେ ଘର କୁ ଫେରିଥିଲେ l ସ୍ତ୍ରୀ ବାପ ଘରରୁ ଯାଇଥିବା ବେଳେ ପ୍ରଫୁଲ୍ଲ ଘରକୁ ଆସି ଗ୍ୟାସ୍ ଲଗାଇ ଡାଲି ରାନ୍ଧିବା ନିମନ୍ତେ ଚୁଲା ରେ ପ୍ରେସର୍ ଲଗାଇ ଦାଣ୍ଡ ଘରକୁ ଯାଇ ଫେରିଲା ବେଳେ ନିକଟରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ମଧ୍ୟରୁ ଗୋଟେ ସିଲିଣ୍ଡର୍ ହାଣ୍ଡି ଫାଠି ବିସ୍ଫୋରଣ ଘଟିଥିଲା ଯାହା ଫଳ ରେ ପ୍ରଫୁଲ୍ଲଙ୍କ ଗ୍ୟାସ୍ ବିସ୍ଫୋରଣ ରେ ପ୍ରଫୁଲଙ୍କ ଶରୀର ରେ ଗୁରୁତର ଆଘାତ ଲାଗିଥିଲା l ଯାହା ଫଳ ଗଡ, ମୁହଁ ରେ ଆଘାତ ବାଜି ସେ ଚିକିତ୍ସାଧିନ ଭାବେ ମେଡ଼ିକାଲ୍ ରେ ଥିବା ଜଣାପଡିଛି l ରାତ୍ର ରେ ବିସ୍ଫୋରଣ ଶୁଣି ସାହି ପୋଡଶି ରେ ଥିବା ଲିପୁ ସାହୁ, ଏବଂ ସୌରଜ୍ୟ ପଟ୍ଟନାୟକ ଏବଂ ତାଙ୍କ ଘର ପଛ ପାର୍ଶ୍ଵ ରେ ରହୁଥିବା ଭାଈ ପ୍ରତାପ ରାଉଳ ପ୍ରଚଣ୍ଡ ଶଦ୍ଧ ଶୁଣି ଦୌଡ଼ି ଆସି ନିଆଁ କୁ ଆୟତ କରି ପ୍ରଫୁଲ୍ଲଙ୍କୁ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତର କରିଥିଲେ l ସିଲିଣ୍ଡର୍ ବ୍ଲାଷ୍ଟ ଯୋଗୁଁ ତାଙ୍କ ପୋଡସି ଘରର ମଧ୍ୟ କାନ୍ଥ, କବାଡ ଆଦି ଭଙ୍ଗା ରୁଜା ଘଟି କ୍ଷତିଗ୍ରସ୍ତ ଘଟିଥିଲା l ପ୍ରଫୁଲ୍ଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ସ୍ବାସ୍ଥ୍ୟର ଉନ୍ନତ ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ନିମଖଣ୍ଡି ପୁଲିସ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଚଳାଇଥିବା ଜଣା ପଡ଼ିଛି l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img