Thursday, June 4, 2026
14.1 C
London

ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ନିଆଳି ମାଧବ ମନ୍ଦିର ଓ ଜୟଦେବ ପିଠ ପରିଦର୍ଶନ l

ଭୁବନେଶ୍ବର,୨୬।୧୨(ଲିପିକା ରାଣୀ ରାଉତ):-ଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ରେ ସମସ୍ତେ ନିଆଳି ମାଧବ ମନ୍ଦିର,ଜୟଦେବ ପିଠ,ଶୈବ ପିଠ ମା ବରାହୀ ମନ୍ଦିର ପରିଦର୍ଶନ କରି ଥିଲେ, ଅନୁଷ୍ଠାନ ପକ୍ଷରୁ ଜଗନ୍ନାଥ ଙ୍କ ପୁରୀ ମନ୍ଦିର ସହିତ ସମ୍ପର୍କ ଥିବା ମନ୍ଦିର ଗୁଡିକ ପରିଦର୍ଶନ କାର୍ଯ୍ୟକ୍ରମ ମାସେ କିମ୍ବା ଦୁଇ ମାସ ରେ ଥରେ କରାଯାଇଥାଏ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଲୀଳା ମହିମା ର ତଥ୍ୟକୁ ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଏହି ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ନିଆଳି ମାଧବ ମନ୍ଦିର ରୁ ପୁରୀ ମନ୍ଦିର କୁ ପ୍ରଥମାଷ୍ଟମୀ ରେ ପଢୁଆଁ ଭାର ଯାଇ ଥାଏ, ନିଆଳି ମାଧବ ମନ୍ଦିର ଶ୍ରୀଜଗନ୍ନାଥ ଙ୍କ ମାମୁଁ ଘର, ମହାପ୍ରଭୁ ଙ୍କ ସଂସ୍କୃତି ଆମ ଓଡ଼ିଆଙ୍କ ଘର ସଂସ୍କୃତି, ତେଣୁ ଆମର ପ୍ରୟାସ ଶ୍ରୀ ଜଗନ୍ନାଥ ସଂସ୍କୃତି ର ୩୬୫ ଦିନର କାର୍ଯ୍ୟକ୍ରମ ଡିଜିଟାଲ ଫିଲ୍ମ କାହାଣୀ କରି ୟୁ ଟ୍ୟୁବ ଚାନେଲ ରେ ଛଡ଼ାଯିବ,ପ୍ରତେକ ବାର ତିଥି ନକ୍ଷେତ୍ର ଦେଖି କେଁଉ ଦିନ ପ୍ରଭୁ ଙ୍କ କଣ ପୂଜା ଅର୍ଚ୍ଚନା ଓ ଜାନି ଯାତ୍ରା କରାଯିବ ତାହାର ସମ୍ପୂର୍ଣ ତଥ୍ୟ ଏହି ଫିଲ୍ମ ଗୁଡିକ ରେ ଦିଆଯାଇ ବିଶ୍ୱ ରେ ପ୍ରଚାର ଓ ପ୍ରସାର କରିବାକୁ ପ୍ରୟାସ କରାଯିବ, ଆଜି ଏଇ ମନ୍ଦିର ପରିଦର୍ଶନ ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ “ଭକ୍ତ ଓ ଭଗବାନ” ର ଏକ ପତ୍ରିକା ବିଶିଷ୍ଠ କଥାବାଚକ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର,ରବିନାରାୟଣ ମହାପାତ୍ର,ଡ଼ ନାରାୟଣ ମହାପାତ୍ର,ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ,ଅଜୟ ଦାସ ଓ ଉପସ୍ଥିତ ଅନ୍ୟ ସଦସ୍ୟ ଓ ଦଦସ୍ୟା ଦ୍ୱାରା ଉନ୍ମୋଚନ କରାଯାଇଛି, ଏଥିରେ ଆଦି ଶକରାଚାର୍ଯ୍ୟ, ଜଗନ୍ନାଥ ମନ୍ଦିର ର ଜୀବନ୍ତ ଜ୍ଞାନ କୋଷ ପଣ୍ଡିତ ସଦାଶିବ ରଥଶର୍ମା,ଭକ୍ତ ଓ ଭଗବାନ ଙ୍କ ମଧୁର ସମ୍ପର୍କ. ପ୍ରେମ ଆଧାର ରେ ଶ୍ରୀ ଜଗନ୍ନାଥ, ପାନଖିଆ ରଙ୍ଗାଧର ମହାପ୍ରଭୁ ଓ ଅନ୍ୟାନ୍ୟ ମିଶି ପ୍ରାୟ ୨୧ ଟି କାହାଣୀ ର ଲୋକାର୍ପଣ କରାଯାଇଛି, ଏହି ୨୧ ଟି ବିଷୟରେ AI ଭିଡ଼ିଓ ଫିଲ୍ମ ମଧ୍ୟ କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ଚାନେଲ ରେ ଛଡ଼ାଯାଇଛି, ଏହି ଅବସରରେ ବାଟରେ ଶୋଭନେଶ୍ୱର ଶିବ ମନ୍ଦିର ମଧ୍ୟ ସମସ୍ତେ ପରିଦର୍ଶନ କରିଥିଲେ ଭଗବାନ ଶ୍ରୀଜଗନ୍ନାଥ ହିଁ ପରମବ୍ରହ୍ମ ତାଙ୍କର ରୀତିନୀତି ଅନୁଯାଇ ସମସ୍ତେ କାର୍ଯ୍ୟକ୍ରମ ବିଶ୍ୱରେ ସମସ୍ତେ କରିବା ଉଚିତ,ନୂତନ ଇଂରାଜୀ ବର୍ଷ ୧.୧.୨୬ ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚ ଗୁରୁ କେଳୁଚରଣ ନାଚ ଗବେଷଣା କେନ୍ଦ୍ର ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ବିଜେ କରି ସକାଳ ୯ଘଟିକା ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଙ୍କୁ ଦର୍ଶନ ଦେବେ, ପୁରୀ ରେ ନୂତନ ବର୍ଷ ରେ ବହୁତ ଭିଡ଼ ଯୋଗୁଁ ବହୁତ ଲୋକ ଯାଇ ପାରନ୍ତି ନାହିଁ ତେଣୁ ପ୍ରଥମ କରି ଭୁବନେଶ୍ୱର ରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି, ଏଣୁ ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସକାଳ ରୁ ରାତ୍ର ପର୍ଯ୍ୟନ୍ତ ପ୍ରଭୁ ଙ୍କୁ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ ହେବାକୁ ଆମର ଅନୁରୋଧ, ଆଜିର ଏହି ନିଆଳି ମାଧବ ମନ୍ଦିର ରେ ଜଗନ୍ନାଥ ସହସ୍ର ନାମ ଓ ଜୟଦେବ ପିଠ ରେ ଶ୍ରୀତ କାମଳ (ଗୀତ ଗୋବିନ୍ଦ ) ଗାନ କରାଯାଇ ଥିଲା, ଆଜିର ପରିଦର୍ଶନ କାର୍ଯ୍ୟକ୍ରମ ରେ ଶରତ ମହାପାତ୍ର ବିଜୟ ପଣ୍ଡା ପ୍ରଫୁଲ ଦାସ ଅକ୍ଷୟ ସାହୁ ଶ୍ରୀନିବାସ ରାଓ ବିଜୟ ଡାକୁଆ ପ୍ରାଚୀତୋଷ ପ୍ରିୟତୋଷ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେl

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img