Thursday, June 4, 2026
17.7 C
London

ଦକ୍ଷିଣପୁରରେ ଜିଲ୍ଲାର ପ୍ରଥମ ଧାନମଣ୍ଡି ଉଦଘାଟିତ, ଜିଲ୍ଲାରେ ୬୦ଲକ୍ଷ କୁଇଣ୍ଟଲ ଧାନ ସଂଗ୍ରହ ଲକ୍ଷ୍ୟ।

କୁକୁଡାଖଣ୍ଡି,୨୫।୧୨(ଇ ରଞ୍ଜନ):-ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ଗଞ୍ଜାମ ଜିଲ୍ଲାର ପ୍ରଥମ ଆଦର୍ଶ ଧାନମଣ୍ଡି ଦକ୍ଷିଣପୁର ସେବା ସମବାୟ ସମିତି ପରିସରରେ କୁକୁଡାଖଣ୍ଡି ଯୋଗାଣ ନିରୀକ୍ଷକ ଙ୍କ ତତ୍ୱାବଧାନ ରେ ଉଦଘାଟିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ଗଞ୍ଜାମ ଜିଲ୍ଲପାଳ କୀର୍ତ୍ତିଭାଷନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିଲେ।ଚଳିତ ବର୍ଷ ଜିଲ୍ଲାରେ ଭଲ ବର୍ଷା ହୋଇଥିବାରୁ ଚାଷୀଙ୍କ ଧାନ ମଧ୍ୟ ଭଲ ହୋଇଛି ସେହି ଦୃଷ୍ଟିକୋଣରୁ ୬୦ଲକ୍ଷ କୁଇଣ୍ଟଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ କୁଇଣ୍ଟଲ ଧାନ ସଂଗ୍ରହ ପାଇଁ ଅନୁମତି ହୋଇସାରିଲାଣି। ଜିଲ୍ଲାରେ ୨୭ଟି ଆଦର୍ଶ ଧାନ ମଣ୍ଡି ବର୍ତ୍ତମାନ ସୁଦ୍ଧା ରହିଥିବା ବେଳେ ଆଗାମୀ ବର୍ଷ ସମସ୍ତ ଧାନମଣ୍ଡି କୁ ଆଦର୍ଶ ଧାନମଣ୍ଡି କରାଯିବାକୁ ଜିଲ୍ଲପ୍ରଶାସନ ଲକ୍ଷ୍ୟ ରଖିଛି। ରାଜ୍ୟ ସରକାର ଚାଷୀଙ୍କୁ କୁଇଣ୍ଟଲ ପିଛା ୩୧୦୦ ଟଙ୍କା ପଦାନ କରାଯାଉଥିବାରୁ ଚାଷୀ ମାନେ ମଧ୍ୟ ଉପଯୁକ୍ତ ମୂଲ୍ୟ ପାଉଛନ୍ତି।କାର୍ଯ୍ୟକ୍ରମରେ ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ସନ୍ତୋଷ ଚୌଧୁରୀ,ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର, ସମ୍ପାଦକ ରମେଶ ପ୍ରଧାନ, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ଶୁଭାସ୍ମିତା ଦାସ, ଡିଆରସିଏସ ଯୋଗମାୟା ସାବତ,ଏଆର ସିଏସ ଦେବାଶିଷ ସ୍ୱାଇଁ, ଙ୍କ ସହ ଚାଷୀ ମାନେ ଉପସ୍ଥିତ ଥିଲେ l

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img