Monday, December 22, 2025
8.9 C
London

କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ।

କୁକୁଡାଖଣ୍ଡି,୨୨/୧୨(ଇ ରଞ୍ଜନ):-କୁକୁଡାଖଣ୍ଡିର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ କାମାକ୍ଷା ପ୍ରସାଦ ପାତ୍ରଙ୍କ ସ୍ମୃତି ରେ କୁକୁଡାଖଣ୍ଡି ମିନି ଷ୍ଟାଡିୟମ ଠାରେ ଵାପିଭାଇ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ଏହାକୁ କୁକୁଡାଖଣ୍ଡି ବିଡ଼ିଓ ପଲ୍ଲବୀ ସ୍ୱାଇଁ, କୁକୁଡାଖଣ୍ଡି ସରପଞ୍ଚ ବନ୍ଦନା ସେଠି, ରୋହିଗାଁ ସରପଞ୍ଚ ବଶିଷ୍ଟ ଜେନା, ଅଦଲ ଚେନେୟା ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରଥମ ଦିନରେ ରଙ୍ଗେଈଲୁଣ୍ଡା ଓ ଆଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ରଙ୍ଗେଈଲୁଣ୍ଡା ଦଳ ବିଜେତା ହୋଇଥିଲା। ପାଞ୍ଚ ଦିନ ଧରି ମ୍ୟାଚ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ କୁ ସଂଯୋଗ ପଟନାୟକ, ସୁଶାନ୍ତ ପାତ୍ର ଙ୍କ ସହ ଯୁବ ଗୋଷ୍ଠୀ ପରିଚାଳନା ସହ ସହଯୋଗ କରିଥିଲେ।

Hot this week

ଯାତ୍ରାରେ ଗଣ୍ଡଗୋଳ।

କୁକୁଡାଖଣ୍ଡି,୨୨/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ସଦର ଥାନା ଅଧୀନ ବୁଢ଼ୀଘରା ଛକରେ ଚାଲିଥିବା କୋଣାର୍କ...

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ।

ଭୁବନେଶ୍ୱର,୨୧/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ...

ବ୍ଳକ୍ ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଟିତ l

କୁକୁଡାଖଣ୍ଡି,୨୧/୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ସ୍ତରୀୟ ଚଳିତବର୍ଷ ଖରିଫ ଋତୁ ରେ ଚାଷୀଙ୍କ...

ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ ।

ନୂଆଦିଲ୍ଲୀ,୨୦/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା...

Topics

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ l

ବ୍ରହ୍ମପୁର,୧୯/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ...

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ...

ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l

କେନ୍ଦୁଝର ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ...
spot_img

Related Articles

Popular Categories

spot_imgspot_img