ରେଳ କର୍ମଚାରୀଙ୍କ ମାତା ପିତାଙ୍କୁ ମେଡିକାଲ ସୁବିଧା ନେଇ ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘର ଦାବି,ନିୟମ ପରିବର୍ତ୍ତନ ପାଇଁ ରେଲୱେ ବୋର୍ଡକୁ ପତ୍ର l

ଭୁବନେଶ୍ୱର,୨୨/୧୨(ଲିପିକା ରାଣୀ ରାଉତ ):-ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ, ରେଳ କର୍ମଚାରୀଙ୍କ ମାତା ପିତାଙ୍କ ପାଇଁ ମେଡିକାଲ ସୁବିଧା ସଂପର୍କିତ ବର୍ତ୍ତମାନ ନିୟମରେ ଥିବା ଅନ୍ୟାୟ ଓ ବ୍ୟବହାରିକ ସମସ୍ୟା ଉପରେ ଗଭୀର ଆପତ୍ତି ଉଠାଇଛି। ଏହି ସମ୍ପର୍କରେ ସଂଘ ରେଲୱେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଙ୍କୁ ଏକ ବିସ୍ତୃତ ପତ୍ର ପଠାଇଛି।ବର୍ତ୍ତମାନ ନିୟମ ଅନୁସାରେ ପିତା ଜୀବିତ ଥିଲେ ମାତା–ପିତାଙ୍କୁ ଆଶ୍ରିତ ଭାବେ ଗ୍ରହଣ ହେଉନାହିଁ, ଯଦିଓ ସେମାନେ ନିଃଆୟ, ରୋଗାକ୍ରାନ୍ତ ଓ ସମ୍ପୂର୍ଣ୍ଣ ଭାବେ ନିଜ ସନ୍ତାନଙ୍କ ଉପରେ ନିର୍ଭରଶୀଳ ରହୁଛନ୍ତି।ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘର ସାଧାରଣ ସମ୍ପାଦକ ତ୍ରିଲୋଚନ ସାହୁ ତାଙ୍କ ପତ୍ରରେ ଦାବି କରିଛନ୍ତି ଯେ ରେଲୱେ ମେଡିକାଲ ନିୟମଗୁଡ଼ିକୁ ସିଂ ଏମ୍ ଏମ୍ ଏ ନିୟମ ଓ ସି ଜି ଏଚ୍ ଏସ୍ ର ତର୍ଜରେ ସଂଶୋଧନ କରାଯାଉ, ଯାହା ଫଳରେ ଆଶ୍ରିତତା କେବଳ ଆୟ-ସୀମା ଆଧାରରେ ନିର୍ଣ୍ଣୟ ହେବ। ଏହା ଦ୍ୱାରା ବୃଦ୍ଧ ମାତା–ପିତାଙ୍କୁ ସମ୍ମାନଜନକ ଓ ସମୟୋପଯୋଗୀ ଚିକିତ୍ସା ସୁବିଧା ମିଳିପାରିବ ଏବଂ କର୍ମଚାରୀଙ୍କ ଉପରେ ଆର୍ଥିକ ଭାର କମିବ।
ଏହି ଅତ୍ୟନ୍ତ ସଂବେଦନଶୀଳ ବିଷୟରେ ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘ ଅଧିକାରିକ ସ୍ତରରେ ଦୃଢ଼ ପଦକ୍ଷେପ ଗ୍ରହଣ କରି ହଜାର ହଜାର ରେଲୱେ କର୍ମଚାରୀଙ୍କ ପରିବାର ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ଆଗେଇ ଆସିଛି। ଏହାଦ୍ବାରା ରେଳ ବିଭାଗରେ କାର୍ଯ୍ୟ କରୁଥିବା ଲକ୍ଷ୍ୟାଧିକ କର୍ମଚାରୀ ଉପକୃତ ହେବେl

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img