କଳାହାଣ୍ଡି,(କଳିଙ୍ଗ ଜାଗରଣ ବ୍ୟୁରୋ):-କଳାହାଣ୍ଡି ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀ ଭେଙ୍କଟଗିରି ରାଓ l ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଙ୍କ ଠାରୁ ପେନ୍ସନ୍ ଏବଂ ଗ୍ରାଚୁଇଟି କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏଵଂ ଭିଜିଲାନ୍ସ ଦଳ ତାଙ୍କ ଅଫିସ ଏବଂ ସରକାରୀ ଘରେ ଚଢାଉ ଜାରି ରଖିଛନ୍ତି।



