ବ୍ରହ୍ମପୁର ,୧୫/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର କାରାମଣ୍ଡଳରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କ ହେବ TI ପରେଡ୍ । ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏହି ଅଭିଯୁକ୍ତଙ୍କ ଟିଆଇ ପରେଡ କରିବାକୁ ଏସଡିଜେଏମ କୋର୍ଟକୁ ଅନୁମତି ମାଗିଥିଲେ । ଯାହା କୋର୍ଟ ପକ୍ଷରୁ ଅନୁମତି ମିଳିଥିଲା ।




