ନୟାଗଡ଼,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ତୁଲୁପି ଗ୍ରାମରେ ୧୧କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ୫ଟି ଗାଈଙ୍କ ମୃତ୍ୟୁ ଘଟିଛି।। ବନ୍ୟଜନ୍ତୁ ଶିକାରୀମାନେ ଜଙ୍ଗଲୀ ବାରହା ଶିକାର ପାଇଁ ୧୧କେଭି ବିଦ୍ୟୁତ ତାର ବିଛାଇଥିଳେ l ଏବଂ ସେହି ବିଦ୍ୟୁତ ତାରରେ ଲାଗି ୫ଟି ଗାଈଙ୍କ ମୃତ୍ୟୁ ଘଟିଛି।



