ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ଯାତ୍ରୀବାହୀ ବସ୍ ପିଅକପ ଭ୍ୟାନ ସହ ଧକ୍କା ହୋଇ ଖାଇକୁ ଖସି ପଡ଼ିବା ଫଳରେ ୩୭ ଜଣଙ୍କର ମୃତ୍ୟୁ । ଏବଂ ୨୪ ଜଣ ଆହତ ହୋଇସ୍ଥାନୀୟ ଅମେଡିକାଲ ରେ ଚିକିତ୍ସିତ ଥିବାବେଳେ ବସ୍ ଟି କାରାଭେଲି ପ୍ରଦେଶର ଚାଲା ସହରରୁ ଆରେକ୍ୱିପା ଅଭିମୁଖେ ଯାଉଥିଲା। ଏଥିରେ ୬୦ ଜଣ ଯାତ୍ରୀ ଥିଲେ।




