ନୂଆଦିଲ୍ଲୀ ,୧୩/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସନ୍ତା କlଲି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବ l ୩୮ ଟି ଜିଲ୍ଲାର ୪୬ ଟି ମତଗଣନା କେନ୍ଦ୍ରର ହେବ କାଉଣ୍ଟିଂ l ଏବଂ ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ତାହାର ସ୍ପଷ୍ଟ ଚିତ୍ର ଅପରାହ୍ଣ ୨ଟା ସୁଦ୍ଧା ଆସିଯିବାର ସମ୍ଭାବନା ରହିଛି ।




