ଭୁବନେଶ୍ୱର,୦୫/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ଯାତ୍ରୀ ନିକଟରୁ ୩.୨୭ କେଜି ଓଜନର ମାରିଜୁଆନା ଜବତ । ଜବତ ମାରିଜୁଆନାର ମୂଲ୍ୟ ୩ କୋଟି ୨୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ସମ୍ପୃକ୍ତ ଯାତ୍ରୀକୁ ଗିରଫ କରାଯାଇଛି। ଏବଂ ଗିରଫ ଯାତ୍ରୀ ଜଣଙ୍କ କେରଳର ମହମ୍ମଦ ନାବେଲ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ।




