ଗୋଦାବରୀଶ ନଗରରେ ଗତ ନବମୀ ଦିନ କନ୍ୟା ଉତ୍ସବ ଅନୁଷ୍ଠିତ ହୋଇଛି l

ବ୍ରହ୍ମପୁର,୦୫/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ନାରୀ ଯେ ସକାଳ ଶକ୍ତିର ଆଧାର ଏ କଥା ସ୍ମରଣ କରିବା ପାଇଁ ପାଳିତ ହୁଏ ଦଶହରା ପର୍ବ l ପୃଥିବୀରୁ ପାପ ଶକ୍ତି ବିନାଶ କରି ସତ୍ୟ ପଥରେ ଆଗେଇବା ପାଇଁ ଶକ୍ତି ରୂପିଣୀ ମା ଦୁର୍ଗାଙ୍କ ଆଶ୍ରିବାଦ କାମନା କରାଯାଏ l ଏହି ପର୍ବରେ ଅନ୍ଧାରରୁ ଆଲୋକ କରି ଧର୍ମ ନ୍ୟାୟ ପଥ ଆପଣାଇବା ପାଇଁ ଏହି ପର୍ବ ର ମହାନ ପରମ୍ପରା ଆଉ ଏକ ପୂଜନ ହେଉଛି କନ୍ୟା ବନ୍ଦନା କିମ୍ବା କନ୍ୟା ପୂଜା l ଏହା ନବରାତ୍ର ଦିନ ଅନୁଷ୍ଠିତ ହୋଇଥାଏ ସେହିଦିନ ଦେବୀ ଦୁର୍ଗାଙ୍କ ପୀଠରେ ଷୋହଳ ଜଣ ସ୍ୱଳ୍ପ ବୟସର କନ୍ୟାଙ୍କୁ ଦେବୀ ମାନସୀ ସେମାନଙ୍କର ପୂଜା ବନ୍ଦାପନା କରାଯାଇ ଦେବୀଙ୍କ ଭଳି ଆଭୁଷଣରେ ମଣ୍ଡିତ କରାଯାଏ l

ସେମାନଙ୍କ ପାଦ ଧୋଇ ଅଳତା ଲଗାଇବା ସହ ସେମାନଙ୍କଠାରୁ ଆଶ୍ରିବାଦ କାମନା କରାଯାଇଥାଏ l ବିଶ୍ୱାସ,ଯେ ସେମାନଙ୍କଠାରୁ ଆଶ୍ରିବାଦ ପ୍ରାପ୍ତ ହେଲେ ସକଳ ସିଦ୍ଧି ହୋଇଥାଏ ବୋଲି ନାରୀ ଯେ ସକଳ ଶକ୍ତିର ପ୍ରତୀକ ତାହା ଏହି କନ୍ୟା ପୂଜନର ମହତ୍ୱ ପ୍ରତିପାଦିତ କରିଥାଏ l ଗୋଦାବରୀଶ ନଗର ସ୍ଥିତ ସମାଜସେବକ ସାମ୍ବାଦିକ ରମେଶ ଚନ୍ଦ୍ର ପାତ୍ରଙ୍କ ଉଦ୍ୟମରେ ଗତ ନବମୀ ଦିନ ଏହି କନ୍ୟା ଉତ୍ସବ ଅନୁଷ୍ଠିତ ହୋଇ ଷୋହଳ କନ୍ୟାଙ୍କଠାରୁ ସେ ଆଶ୍ରିବାଦ କାମନା କରିଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img