ନୂଆଦିଲ୍ଲୀ,୦୫/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍ ପିଇ ୧୦ ଜଣ ଶିଶୁଙ୍କ ମୃତ୍ୟୁ ପରେ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଫ ସିରପ୍ ପ୍ରେସସ୍କ୍ରାଇବ କରିଥିବା ଡାକ୍ତର ପ୍ରବୀଣ ସୋନିଙ୍କୁ ଗିରଫ କରି କଫ ସିରପ୍ ପ୍ରସ୍ତୁତକାରୀ କମ୍ପାନୀ ସ୍ରେସୁନ୍ ଫାର୍ମାସ୍ୟୁଟିକାଲର ପରିଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।




