ନୂଆଦିଲ୍ଲୀ,୦୫/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଆମେରିକାରେ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲଙ୍କୁ ଗୁଳିକରି ହତ୍ୟା ।ଚନ୍ଦ୍ରଶେଖର, ହାଇଦ୍ରାବାଦର ଏଲ୍ ବି ନଗର ବାସିନ୍ଦା ଥିବାବେଳେ ସେ ୨୦୨୩ରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ। ଏବଂ ନର୍ଥ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରି ଶେଷ କରିଥିଲେ ।




