ମାଁ ଆଦିଶକ୍ତି ପୀଠ ରେ ନବରାତ୍ର ପୂଜାର୍ଚ୍ଚନା l

କୁକୁଡ଼ାଖଣ୍ଡି,୨୯/୯(ଇ.ରଞ୍ଜନ ):- କୁକୁଡ଼ାଖଣ୍ଡି ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ଶକ୍ତି ନଗର ୪ଲାଇନ ଅଞ୍ଚଳରେ ଥିବା ମାଁ ଆଦିଶକ୍ତି ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ନବରାତ୍ର ପୂଜା ଅଞ୍ଚଳ ବାସିଙ୍କ ସହଯୋଗ କ୍ରମେ ଅନୁଷ୍ଟିତ ହୋଇଯାଇଛି l ଏହା ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ରୁ ମା ଙ୍କ ନାମ ରେ ମନ୍ଦିର ସ୍ଥାପନ ସହ ଅଞ୍ଚଳର ନାମ ମଧ୍ୟ ମାଁ ଙ୍କ ନାମ ରେ ଅଞ୍ଚଳ ବାସି ନାମିତ କରିଛନ୍ତି l ମାଁଙ୍କ ପର୍ବପର୍ବାଣୀ ସହ ନବ ରାତ୍ର ବଡ ଉତ୍ସାହର ସହ ଧୁମଧାମରେ ପାଳନ କରି ଆସୁଥିବା ମନ୍ଦିର ସଭାପତି ନିରଞ୍ଜନ ବେହେରା କହିଛନ୍ତି l ଆଜି ମାଁଙ୍କ ମନ୍ଦିର ପରିସର ଫୁଲ ସଜ୍ଜା ରେ ଅତି ସୁନ୍ଦର ଭାବେ ସଜ୍ଜିତ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି l

ମନ୍ଦିର ଚତୁପାର୍ଶ୍ଵ ରେ ଶତାଧିକ ମହିଳା ପୁରୁଷ ଧରି କୁନି କୁନି ପିଲା ମାନେ ମଧ୍ୟ ସନ୍ଧ୍ୟା ଆଳତି ଦର୍ଶନ କରିବା କୁ ମନ୍ଦିର ରେ ପହଞ୍ଚିଥାନ୍ତି l ଏବଂ ପ୍ରସାଦ ସେବନ କରିଥାନ୍ତି l ଏଥିରେ ମନ୍ଦିର ପରିଚାଳନା କମିଟି ବୃନ୍ଦ ସହଯୋଗ କ୍ରମେ ମାଁଙ୍କ ଶକ୍ତି ପୀଠ ଚଳଚଞ୍ଚଳ ରହିଛି l ଏଥିରେ ମନ୍ଦୀରର ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ହରିଶଚନ୍ଦ୍ର ପାଢ଼ୀ, କୋଷାଦକ୍ଷ କୈଳାସ ଚନ୍ଦ୍ର ସାହୁ, ଉପସଭାପତି ହରିଶ ଚନ୍ଦ୍ର ପଣ୍ଡା, ପରାମର୍ଶ ଦାତା ବରୁଣ ଚୌଧୁରୀ, ମୂଖ୍ୟ ସହଯୋଗୀ ହେମନ୍ତ ପଣ୍ଡା, ଶିବ ପ୍ରସାଦ ପାଢ଼ୀ, ବିଭୁ ଦାସ, ଦୁର୍ଗା ପ୍ରସାଦ ପାଢ଼ୀ, କବିରାଜ ପ୍ରଧାନଙ୍କ ସମେତ ଆଦିଶକ୍ତି ନଗର ଅଞ୍ଚଳ ବାସି ଏବଂ କମିଟି ବୃନ୍ଦ ଙ୍କ ସହଯୋଗ କ୍ରମେ ନବରାତ୍ର ପୂଜା ସହ ବିଜୟା ଦଶମୀ ଅତି ଆନନ୍ଦ ସହକାରେ ଉଚ୍ଚବ୍ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img