ତାମିଲନାଡୁ,୨୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ତାମିଲନାଡୁ କରୁର ଜିଲ୍ଲାରେ ଟିଭିକେ ନେତା ତଥା ତାମିଲ ସୁପରଷ୍ଟାର ବିଜୟ ଥାଲାପତିଙ୍କ ରାଲିରେ ଦଳଚକଟା ହୋଇ ୩୯ ଜଣଙ୍କ ମୃତ୍ୟ l ମୃତକଙ୍କ ମଧ୍ୟରେ ୧୦ ଜଣ ଛୋଟ ପିଲା ଓ ୧୬ଜଣ ମହିଳା ଟାଇବାବେଳେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ଷ୍ଟାଲିନ । ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।




