ଦିଗପହଣ୍ଡି,୨୦/୯(ଇ.ରଞ୍ଜନ):-ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଵଂଥୋପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଖଣ୍ଡାରେ କିଛି ଯୁବକ ଆକ୍ରମଣ କରିଛନ୍ତି l ଆକ୍ରମଣର ଶିକାର ହୋଇଥିବା ଶିବ ବିଶୋଇ ହୋଇଥିବା ବେଳେ ଶିବଙ୍କର ଗୋଡୋ ହାତ ସମ୍ପୂର୍ଣ ଖଣ୍ଡାରେ ହାଣିଦେଇଥିବାରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାଂତର ହୋଇଛନ୍ତିl ଘଟଣାରେ ଦିଗପହଣ୍ଡି ପୋଲିସ ପହଂଚି ଅଧିକ ତଦନ୍ତ ଚଳାଇଛି l




