Thursday, June 4, 2026
14.6 C
London

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ନୂତନ ଇଂରାଜୀ ବର୍ଷରେ ଭୁବନେଶ୍ୱରରେ ବିଜେ କରିବେ lଏହି ମହାନ ରାଜ୍ୟସ୍ତରୀୟ ଧାର୍ମିକ କାର୍ଯ୍ୟକ୍ରମକୁ ସାଦର ନିମନ୍ତ୍ରଣ ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ବିଧି ଅନୁସାରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନିମନ୍ତ୍ରଣ କରାଯାଇଛି, ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯକ୍ରମ ରେ ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତୀ ସହିତ ଯୋଗ ଦେବାକୁ ଓ କାର୍ଯ୍ୟକ୍ରମ ସଫଳତା ର ଶହ ଶେଷ ହେବା ପାଇଁ ସଦସ୍ୟ ମାନେ ପ୍ରାଥର୍ନା କରିଛନ୍ତି l ଆସନ୍ତା ୧.୨.୨୦୨୬ ଗୁରୁବାର ନୂତନ ଇଂରାଜୀ ବର୍ଷ ସକାଳ ୧0 ଘଟିକା ରୁ ରାତ୍ର  ଘଟିକା ମଧ୍ୟରେ ଉତ୍କଳ ରଙ୍ଗମଞ୍ଚ ଓଡ଼ିଶୀ ତିଚ୍ଚର୍ଚ୍ଚ ନାଚ ସେଣ୍ଟର ଜୟଦେବ ବିହାର ଭୁବନେଶ୍ୱର ଠାରେ ଅଖିଳ କୋଟି ବ୍ରହ୍ମାଣ୍ଡର ମହାନାୟକ ନୀଳାଦ୍ରି ନାଥ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ କୋଟି ଓଡ଼ିଆର ପରିଚୟ କୋଟି କୈବଲ୍ୟ ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀ ଚକ୍ରରାଜ ସୁଦର୍ଶନଙ୍କୁ ଧରି ବିଜେ କରିବେ, ପ୍ରଥମ କରି ଏହି ପରି କାର୍ଯ୍ୟକ୍ରମ କରାଯାଉଛି l

ଏହି ଅବସରରେ ରେ ଭକ୍ତ ଓ ଭଗବାନ ଓ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ନିମନ୍ତେ ପତ୍ରିକା ମଧ୍ୟ ଉନ୍ମୋଚନ କରାଯିବ ମହାପ୍ରଭୁ ଙ୍କ ସଂସ୍କୃତି ଓଡ଼ିଆ ଜାତିର ସଂସ୍କୃତି, ଓଡ଼ିଆ ସଂସ୍କୃତି, ଓଡ଼ିଆ ଐତିହ୍ୟ, ଓଡିଶା ପରିଚୟ, ତାକୁ କେବେ ଭୁଲି ପାରିବାନି ଆମେ ପରା ଓଡ଼ିଆ ପୁଅ,ଗଜପତି ସମ୍ରାଟ କପିଳେନ୍ଦ୍ର ଦେବ ୧୪୩୫ ମସିହା ୨୯ ଜୁନ କର୍କଟ ଦୁଇ ଦିନ ଶୁକ୍ଲ ଚତୁର୍ଥୀ ବୁଧବାର ଦିନ ଉତ୍କଳ ର ସିଂହାସନ ଆରୋହଣ କରନ୍ତି ,ହେ ଈଶ୍ୱର ତୁମେ ରାମ ତୁମେ କୃଷ୍ଣ ଏବଂ ନୀଳାଚଳ ରେ ତୁମେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ , ଏଥିରେ ବହୁ ସାଧୁ ସନ୍ଥ ସେବାୟତ ଡାକ୍ତର ରାଜନେତା ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img