ଦୀର୍ଘବର୍ଷ ଧରି ଆଦିବାସି ଅଞ୍ଚଳର ବିଦ୍ୟାଳୟରେ ତାଲା,ଖୋଲା ନଗଲେ ବ୍ଲକ ଶିକ୍ଷା ବିଭାଗରେ ଧାରଣା ଚେତାବନୀ l

କୁକୁଡ଼ାଖଣ୍ଡି,୨୧/୯(ଇ.ରଞ୍ଜନ ):-କୁକୁଡ଼ାଖଣ୍ଡି ବ୍ଲକ ଡେଙ୍ଗାପଦର ଅନ୍ତର୍ଗତ ବାଉଁଶୀୟାପଲ୍ଲୀ ପ୍ରଥମିକ ବିଦ୍ୟାଳୟରେ ୨୦୧୭ମସିହାରୁ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଅଭାବ ଦର୍ଶାଇ ବିଦ୍ୟାଳୟ କୁ ସରକାରଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ଶିକ୍ଷା ବିଭାଗ ବନ୍ଦ କରିଥିଲେ l ସ୍ୱଳ୍ପ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଗ୍ରାମ ଠାରୁ ୩ ଦୂରତା ଥିବା ଇନ୍ଦିରା ଆୱାସ ନିକଟକୁ ସ୍ଥାନାନ୍ତରିତ କରାଯାଇଥିଲା l ଗତ କିଛି ବର୍ଷ ହେଲା ସରକାରଙ୍କ ଯେଉଁ ନିର୍ଦ୍ଧାରିତ ଛାତ୍ରଛାତ୍ରୀଙ୍କ ୨୫ ସଂଖ୍ୟା ରହିଛି ବର୍ତ୍ତମାନ ତାହା ଠାରୁ ଅଧିକ ସଂଖ୍ୟା ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷା ଅଧ୍ୟୟନ ନିମନ୍ତେ ଉକ୍ତ ଗ୍ରାମରେ ରହିଛନ୍ତି l ଅଥଚ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ଏବଂ ବିଧାୟକ ସମେତ ଭୁବନେଶ୍ବର ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକଷ୍ଟ୍ କୁ ଯାଇ ଅନୁରୋଧ ସ୍ୱତେ ବି ଉକ୍ତ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଖୋଲା ହେଉନଥିବା ନେଇ ଗ୍ରାମବାସି ଅଭିଯୋଗ କରିଛନ୍ତି l ଆଦିବାସି ଅଞ୍ଚଳ ହେବା ରୁ ଉକ୍ତ ଅଞ୍ଚଳ କୁ ପ୍ରଶାସନ ଦୃଷ୍ଟି ଦେଉନଥିବା କହିଛନ୍ତି ଗ୍ରାମବାସୀ l ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଆନ୍ତରିକତା ଥିବା ବେଳେ ୩ କିମି ରାସ୍ତା ଦେଖି ଇଛା ପ୍ରକାଶ ପାଉନଥିବା ନେଇ କୁନି କୁନି ପିଲା ସମେତ ଅଭିଭାବକ କହିଛନ୍ତି l

ଏହା ସହ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଥିଲେ ବି ଅଙ୍ଗନୱଡି କର୍ମୀ ପ୍ରାୟ ସମସ୍ତ ଦିନ ମାନଙ୍କ ରେ ଆସୁନଥିବା ବେଳେ ଉଛ କର୍ତ୍ତୃପକ୍ଷ ମଧ୍ୟ ଦୃଷ୍ଟି ପଡୁନି ଯାହା ଫଳରେ ଶିକ୍ଷା ବ୍ୟବସ୍ତା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି l ଏହା କୁ ଶିକ୍ଷା ଅଧିକାରୀଙ୍କୁ ଅବଗତ କରୁଥିଲେ ବି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରିବାକୁ ସମୟ ପାଉନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l ତେଣୁ ଗ୍ରାମବାସି ମାନେ ସାମୁହିକ ଭାବେ ଆସନ୍ତା ଦୁଇ ଦିନ ମଧ୍ୟ ରେ କିଛି ନିଷ୍ପତି ନ ନିଅନ୍ତି ତେବେ ବ୍ଲକ ଶିକ୍ଷା ବିଭାଗ ସମ୍ମୁଖ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ୍ ଧାରଣା ଦେବା କୁ ନିଷ୍ପତି ଧାର୍ଯ୍ୟ କରିଥିବା କହିଚନ୍ତି l ଏ ନେଇ ଶିକ୍ଷା ଅଧିକାରୀ ସନ୍ତୋଷ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଲେ ବି ଯୋଗାଯୋଗ ସମ୍ଭବପର ହୋଇପାରିନି l ସିଡ଼ିପିଓଙ୍କୁ ଅଙ୍ଗନୱାଡ଼ି କର୍ମୀ ଅନୁପସ୍ଥିତ ବିଷୟ ପଚାରି ବୁଝିବା ରୁ ତଦନ୍ତ କରିବା ନିମନ୍ତେ ପ୍ରତିଶୃତି ଦେଲେ କୁସୁମ ସାହୁ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img