ନୂଆଦିଲ୍ଲୀ,୦୪/୯(ଡ଼ି.ଏଚ ବ୍ୟୁରୋ):ପଞ୍ଜାବ ରେ ଭୟଙ୍କର ବନ୍ୟା l ଲଗାଣ ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ଜିଲାରେ ବନ୍ୟା ଦେଖାଯାଇଥିବାରୁ ରାଜ୍ୟ ସରକାର ଘୋଷଣା ପୂର୍ବକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଏବଂ ରାଜ୍ୟରେ ୩୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ବନ୍ୟା ଯୋଗୁଁ ୧୪୦୦ ଗାଁ ପାଣି ଘେରରେ l ଏଥିସହ ଆସନ୍ତା ୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍,କଲେଜ, ବିଶ୍ୱବିଦ୍ୟାଳୟ ଆଦିକୁ ବନ୍ଦ ଘୋଷଣା କରାଯାଇଛି ।