ମୟୂରଭଞ୍ଜ,୦୪/୯(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ କେନ୍ଦୁଜିଆଣି ଶିଶୁ ମନ୍ଦିର ନିକଟରେ ଠାକୁରମୁଣ୍ଡା ପୁଲିସ୍ ର ଯାଞ୍ଚ ବେଳେ ୫ଟି ପିକଅପ୍ ଭ୍ୟାନ୍ରୁ ୨୦ ଗୋରୁ, ୧୯ମଇଁଷି ଜବତ ସହିତ ୩ ଗିରଫ । ସେମାନେ ହେଲେ ଡ୍ରାଇଭର ସୁଶାନ୍ତ ବରାଳ( ୪୨) ବାବାଜୀ ସାହୁ ( ୩୨) ଓ ପ୍ରେମାନନ୍ଦ ସ୍ବାଇଁ l ଏବଂ ଅନ୍ୟ ଦୁଇଟି ପିକ୍ଅପ୍ ଗାଡ଼ିର ଡ଼୍ରାଇଭର ଗାଡ଼ି ଛାଡ଼ି ଫେରାର ।