ନୂଆଦିଲ୍ଲୀ,୨୦/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଜନଶୁଣାଣି ବେଳେ ଆକ୍ରମଣ । ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସସ୍ଥିତ ସରକାରୀ ବାସଭବନରେ ଜନଶୁଣାଣି ଅନୁଷ୍ଠିତ ହୋଇଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ। ଏବଂ ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ ।