ମାଲକାନଗିରି,୨୦/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା । ସ୍ଥାନୀୟ ଛୋଟେବେଠିଆ ଥାନା ଅନ୍ତର୍ଗତ ବିଣାଗୁଣ୍ଡା ଗାଁର ଜଣେ ଆଦିବାସୀ ଯୁବକଙ୍କୁ ପ୍ରଜା କୋର୍ଟରେ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।