ଭୁବନେଶ୍ୱର,୧୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମରେ ମାଆକୁ ହାଣିଲା ପୁଅ। ଗୁରୁତର ମାଆ ସଞ୍ଜୁ ସ୍ଵାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।abonଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଆକ୍ରମଣକାରୀ ପୁତ୍ର ବାଦଲକୁ କାବୁ କରିଛି |