ପୁରୀ,୧୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ହୋଟେଲ ରୁମ୍ ଭିତରୁ ମୃତଦେହ ଉଦ୍ଧାର। ପୁରୀ ପେଣ୍ଠକଟା ନିକଟରେ ଥିବା ଏକ ହୋଟେଲରୁ ଦୁଇଟି ମୃତଦେହ ଉଦ୍ଧାର l । ହୋଟେଲ ରୁମ୍ ପଙ୍ଖାରେ ଜଣେ ମହିଳା ଓ ପୁରୁଷ ଝୁଲିପଡିଥିବା ବେଳେ ସେମାନଙ୍କ ମୃତଦେହ ସମୁଦ୍ର କୂଳ ଥାନା ପୋଲିସ ଉଦ୍ଧାର କରିଛି । ମୃତକ ଦୁଇଜଣ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ।