Monday, June 23, 2025
21.2 C
London

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓ ହିଂସା ।

ମାଲକାନଗିରି,୨୩/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓ ହିଂସା । ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ୨ ଜଣଙ୍କୁ ହତ୍ୟା କରିଛନ୍ତି। ମାଓବାଦୀ ସଂଗଠନର ଶତାଧିକ ସଦସ୍ୟ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିବା ଫଳରେ ମାଓବାଦୀମାନେ ହିଂସ୍ର ହୋଇ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରୁଥିବା ସୂଚନା ।

Hot this week

ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ।

ବାଲେଶ୍ବର,୨୩/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି । ଝାଡ଼ଖଣ୍ଡର...

ଗ୍ରାମୀଣ ଡାକ ସେବକଚାକିରି ପାଇଁ ଜାଲ୍ ସାର୍ଟିଫିକେଟ୍ ଯୋଗାଇଥିବା ଗ୍ୟାଙ୍ଗର ଆଉ ୫ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ପୁଲିସ।

ଭୁବନେଶ୍ୱର,୧୨/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇଁ ଜାଲ୍...

ଶ୍ରୀଜଗନ୍ନାଥ ମନ୍ଦିରରେ ଆଜିଠାରୁ ପଟିଦିଅଁଙ୍କୁ ପୂଜା କରାଯିବ ।

ପୁରୀ,୧୨/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ସ୍ନାନ ମଣ୍ଡପରୁ ବାହୁଡ଼ିବା ପରେ ଚତୁଦ୍ଧା ବିଗ୍ରହ ଅନବସର...

ବଙ୍ଗୋପସାଗର ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ଭୁବନେଶ୍ୱର,୧୦/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ବଙ୍ଗୋପସାଗର ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।...

Topics

ଶାଳିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ ।

ବ୍ରହ୍ମପୁର,୦୫/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଚଢିଆପଲ୍ଲୀ ଗ୍ରାମରେ ଶାଳିକୁ ଟାଙ୍ଗିଆରେ...

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍.ଦିଲ୍ଲୀପ ଚୌଧୁରୀ।

ବ୍ରହ୍ମପୁର ,୩୧/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବିର...

ପାରିବାରିକ କଳହରୁ ଗଛରେ ଝୁଲିପଡି ଜୀବନ ହାରିଲେ ଦମ୍ପତ୍ତି ।

କେନ୍ଦୁଝର,୩୧/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ପାରିବାରିକ...
spot_img

Related Articles

Popular Categories

spot_imgspot_img