Sunday, June 7, 2026
11.3 C
London

ନକଲି ପୁଲିସ ଇନ୍ସପେକ୍ଟର ଗୁଣ୍ଡିଚା ଦଳାଇ ଗିରଫ l

କଟକ,o୩/୪((କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ବାଦାମବାଡ଼ି ଥାନା ପୋଲିସ ତିଗିରିଆ ଥାନା ନୂଆପାଟଣା ଅଞ୍ଚଳର ଠକ ନକଲି ପୁଲିସ ଇନ୍ସପେକ୍ଟର ଗୁଣ୍ଡିଚା ଦଳାଇ(୨୭)କୁ ଗିରଫ କରି ତା ନିକଟରୁ ସ୍ପେସାଲ ଟାସ୍କଫୋର୍ସ ଲେଖାଥିବା ପରିଚୟପତ୍ର, ପୁଲିସ ପୋଷାକ, ୫ଟି ମୋବାଇଲ୍ ଫୋନ୍, ଷ୍ଟାମ୍ପ୍, ଚେକ୍ ବହି, ତାରକା, ଲୋଗୋ, ଟୋପି ଓ ୪ ଲକ୍ଷ ଟଙ୍କା ଜବତ କରିଛି । ସେ ଗୃହରକ୍ଷୀ ଚାକିରି ଦେବା ଆଳରେ ୪୦ ଜଣ ଯୁବକ ଯୁବତୀଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା l

Hot this week

ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ ୧୨ଟି ବାଇକ ଜବତ କରି ତିନି ଅଭିଯୁକ୍ତକୁ ଗିରଫ କରିଛି।

ଆସିକା,୦୭|୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଂଜାମ ଜିଲ୍ଲା ଆସିକା ବ୍ଳକ ଆସିକା ଥାନା ଅଂଚଳରେ...

ବିଶ୍ୱ ପରିବେଶ ଦିବସ: ଲୋଚାପଡାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ବୃକ୍ଷରୋପଣ l

କୁକୁଡାଖଣ୍ଡି,୦୬।୦୬(ଇ ରଞ୍ଜନ):-କୁକୁଡାଖଣ୍ଡି ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ବ୍ରହ୍ମପୁର ଉପକଣ୍ଠ...

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

Topics

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...
spot_img

Related Articles

Popular Categories

spot_imgspot_img