Sunday, June 7, 2026
11.3 C
London

ଧାରୁଆ ଅସ୍ତ୍ରରେ ନିଜ ଶ୍ୱଶୁରର ବେକ କାଟିଲା ଜ୍ୱାଇଁ ।

ବ୍ରହ୍ମପୁର,o୩/୪((କଳିଙ୍ଗ ଜାଗରଣ ବ୍ୟୁରୋ):-ଗଂଜାମ ଜିଲ୍ଲା କୋଟିନଡ଼ା ଥାନା ଅଞ୍ଚଳରେ ଧାରୁଆ ଅସ୍ତ୍ରରେ ନିଜ ଶ୍ୱଶୁରର ବେକ କାଟିଲା ଜ୍ୱାଇଁ । ଏବଂ ଅଭିଯୁକ୍ତ ଜ୍ୱାଇଁ ଜୁମର ନାହାକ ଘଟଣାସ୍ଥଳରୁ ଫେରାର ଥିବାବେଳେ ଶ୍ୱଶୁର କଂଗ୍ରେସ ନାହାକ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ । ଖବର ପାଇ ଗୁଡ଼ିସର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

Hot this week

ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ ୧୨ଟି ବାଇକ ଜବତ କରି ତିନି ଅଭିଯୁକ୍ତକୁ ଗିରଫ କରିଛି।

ଆସିକା,୦୭|୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଂଜାମ ଜିଲ୍ଲା ଆସିକା ବ୍ଳକ ଆସିକା ଥାନା ଅଂଚଳରେ...

ବିଶ୍ୱ ପରିବେଶ ଦିବସ: ଲୋଚାପଡାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ବୃକ୍ଷରୋପଣ l

କୁକୁଡାଖଣ୍ଡି,୦୬।୦୬(ଇ ରଞ୍ଜନ):-କୁକୁଡାଖଣ୍ଡି ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ବ୍ରହ୍ମପୁର ଉପକଣ୍ଠ...

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

Topics

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...
spot_img

Related Articles

Popular Categories

spot_imgspot_img