Monday, November 10, 2025
12.9 C
London

କଂଗ୍ରେସ କର୍ମୀ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି।

ଭୁବନେଶ୍ୱର,୨୭/୩(କଳିଙ୍ଗ ଜାଗରଣ ବ୍ୟୁରୋ):- ଭୁବନେଶ୍ୱର ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରୁ ପିଏମଜି ଛକ ପର୍ଯ୍ୟନ୍ତ ହଜାର ହଜାର କଂଗ୍ରେସ କର୍ମୀ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଫଳରେ  ରାମମନ୍ଦିର ଛକଠାରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇପଡ଼ିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ୮୦ ପ୍ଲାଟୁନ୍ରୁ ଅଧିକ ପୁଲିସ ମୁତୟନ କରାଯାଇଛି। ଏବଂ ବିଧାନସଭାର ସମସ୍ତ ଗେଟ୍କୁ ବନ୍ଦ ରଖାଯାଇଛି l

Hot this week

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ।

ଭୁବନେଶ୍ୱର,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା...

କଟକ ସହରରେ କୋଠାର ବାଲକୋନୀ ଭୁଶୁଡ଼ି ପରିବାରର ୩ ଜଣଙ୍କର ମୃତ୍ୟୁ l

କଟକ,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର...

ଯାଜପୁର ଜିଲ୍ଲା ବରୁଆଁ ଖରସ୍ରୋତାରେ ଅଜଣା ପୋକର ଆତଙ୍କ ।

ଯାଜପୁର,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଯାଜପୁର ଜିଲ୍ଲା ବରୁଆଁ ଖରସ୍ରୋତାରେ ଅଜଣା ପୋକର ଆତଙ୍କ...

ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିଛି।

ଭୁବନେଶ୍ୱର ,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା...

ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ଭିନ୍ନ ମୋଡ ଦେଖିବାକୁ ମିଳିଛି।

ବ୍ରହ୍ମପୁର,୦୮/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା...

Topics

ଓଏସଆରଟି ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା l

ଢେଙ୍କାନାଳ,୦୮/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ...

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେଉଛି ।

ଭୁବନେଶ୍ୱର,୦୮/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ...

ଗୁରୁଣ୍ଠିରେ ମୋରମ ମାଫିଆଙ୍କ ଆତଙ୍କରାଜ।

କୁକୁଡାଖଣ୍ଡି,୦୭/୧୧(ଇ .ରଞ୍ଜନ):-କୁକୁଡାଖଣ୍ଡି ତହସିଲ ଅଧୀନରୁ ପ୍ରତିଦିନ ଦିବାରାତ୍ର ବେଧଡକ ଭାବେ ମାଫିଆ...
spot_img

Related Articles

Popular Categories

spot_imgspot_img