ବ୍ରହ୍ମପୁର,୧୭/୩(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ରାଧାକୃଷ୍ଣ ସାହିରେ ଖଣ୍ଡା ବୁଲାଇବା ଘଟଣା ରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ଖଣ୍ଡାକୁ ଜବତ କରିଛି । ଏବଂ କେଉଁ କାରଣ ନେଇ ସହର ଭିତରେ ଏପରି ଖଣ୍ଡା ବୁଲାଇଥିଲେ, ସେନେଇ ଛାନବିନ ଜାରି ରଖିଛି ।

Hot this week
Free News - Where voices unite, stories flourish, and community thrives through open dialogue and meaningful connections.
Get important news delivered directly to your inbox and stay connected!