Thursday, November 6, 2025
15.6 C
London

ସୁନ୍ଦରଗଡ଼ରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ।

ସୁନ୍ଦରଗଡ଼,୧୪/୩(କଳିଙ୍ଗ ଜାଗରଣ ବ୍ୟୁରୋ):- ସୁନ୍ଦରଗଡ଼ରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘାଟିଠାଵବେଳେ  ଅନ୍ୟ ୩୪ ଜଣ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ । ମା’ ସମଲେଶ୍ବରୀ ନାମକ ଘରୋଇ ବସ୍‌ (ଓଡି୨୩ ଆର୍‌ ୦୩୪୭) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ କିଞ୍ଜିରିକେଲା ଗୁଣ୍ଡିଆଡିହିରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବାବେଳେ  ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡା ତେଲେନଡ଼ିହିଠାରେ ସାମନା ପଟୁ ଆସୁଥିବା ଏକ ମୋଟର ସାଇକଲ୍‌ (ସିଜି ୧୪ଏମ୍‌କ୍ୟୁ ୭୧୫୬) ଭାରସାମ୍ୟ ହରାଇ ବସ୍‌ ସହ ପିଟି ହୋଇଥିଲା। ବାଇକ୍ ସହ ପିଟି ହେବା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ବାମ ପାର୍ଶ୍ବରେ ଥିବା ୧୦ ଫୁଟ୍‌ ଗଭୀର ଖାଲକୁ ଖସି ପଡ଼ିଥିଲା।

Hot this week

ଭୁବନେଶ୍ଵର ଜୟଦେବ ବିହାର ଅଞ୍ଚଳରେ ବାଘ ଛାଲ ସହ ୩ ଜଣ ବେପାରୀ ଗିରଫ ।

ଭୁବନେଶ୍ଵର,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ଵର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଭୁବନେଶ୍ଵର ଜୟଦେବ ବିହାର...

ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଭୁବନେଶ୍ଵର,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି...

ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ।

କଟକ,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡ଼ିପଡା...

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା l

ଆନ୍ଧ୍ରପ୍ରଦେଶ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା...

ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ।

ମୟୂରଭଞ୍ଜ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଆଗ୍ରିଆ ରେଲୱେ କ୍ରସିଂ...

Topics

ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ ।

ବୌଦ୍ଧ ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ...

ଅବସର ନେଲେ ଜଗଦଳପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ l

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଶିକ୍ଷା ବିଭାଗ ଅନ୍ତର୍ଗତ ଜଗଦଳପୁର...

ଘାଟିପାରି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବାଲିପଡl ଘାଟିପାରି ବିଦ୍ୟାଳୟ ପରିସର ରେ...
spot_img

Related Articles

Popular Categories

spot_imgspot_img