Wednesday, November 5, 2025
16 C
London

ମଧ୍ୟପ୍ରଦେଶ ଧାର ଜିଲ୍ଲାର ବଡନାୱର-ଉଜ୍ଜୈନ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ନୂଆଦିଲ୍ଲୀ,୧୪/୩(କଳିଙ୍ଗ ଜାଗରଣ ବ୍ୟୁରୋ):- ମଧ୍ୟପ୍ରଦେଶ ଧାର ଜିଲ୍ଲାର ବଡନାୱର-ଉଜ୍ଜୈନ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁଲ୍‌ ଦିଗରୁ ଆସୁଥିବା ଏକ ଗ୍ୟାସ ଟ୍ୟାଙ୍କର ଏକ କାର୍‌ ଓ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଲୋକେ ସେଥିରେ ଫସି ରହିଥିଲେ। ପିକ୍‌ଅପ୍‌ରେ ମଧ୍ୟ ଲୋକେ ଫସି ରହିଥିଲେ । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି  ୩ ଗୁରୁତରଙ୍କୁ ଉଦ୍ଧାର କରି  ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Hot this week

ଭୁବନେଶ୍ଵର ଜୟଦେବ ବିହାର ଅଞ୍ଚଳରେ ବାଘ ଛାଲ ସହ ୩ ଜଣ ବେପାରୀ ଗିରଫ ।

ଭୁବନେଶ୍ଵର,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ଵର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଭୁବନେଶ୍ଵର ଜୟଦେବ ବିହାର...

ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଭୁବନେଶ୍ଵର,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି...

ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ।

କଟକ,୦୪/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡ଼ିପଡା...

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା l

ଆନ୍ଧ୍ରପ୍ରଦେଶ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା...

ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ।

ମୟୂରଭଞ୍ଜ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଆଗ୍ରିଆ ରେଲୱେ କ୍ରସିଂ...

Topics

ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ ।

ବୌଦ୍ଧ ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ...

ଅବସର ନେଲେ ଜଗଦଳପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ l

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଶିକ୍ଷା ବିଭାଗ ଅନ୍ତର୍ଗତ ଜଗଦଳପୁର...

ଘାଟିପାରି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବାଲିପଡl ଘାଟିପାରି ବିଦ୍ୟାଳୟ ପରିସର ରେ...
spot_img

Related Articles

Popular Categories

spot_imgspot_img