Saturday, July 26, 2025
17.6 C
London

ବୋଲେରୋ ଗାଡି ସହ ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ ।

କନ୍ଧମାଳ,୨୦/୨(କଳିଙ୍ଗ ଜାଗରଣ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନ ପାଦେଡି ଗାଁ ଜଙ୍ଗଲରେ ଗୋଛାପଡା ଥାନା ପୋଲିସର ଅତର୍କିତ ଚଢ଼ାଉ ବେଳେ ଏକ ବୋଲେରୋ ଗାଡି ସହ ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ । ଏବଂ ଗଂଜେଇ ମାଫିଆ ମାନେ ଗଞ୍ଜେଇ ଛାଡି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ପୋଲିସ ଗଞ୍ଜେଇ ମାଫିଆ ମାନଙ୍କୁ ଧରିବାରେ ପ୍ରୟାସ ଜାରି ରଖିଥିବା ସୂଚନା l

Hot this week

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ।

ପିପିଲି,୦୯/୭((କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା,...

Topics

ଆଜି ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ।

ପୁରୀ,୦୬/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ସିଂହଦ୍ଵାର ସମ୍ମୁଖରେ ତିନି ରଥ l ଆଜି ରଥ...

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ...
spot_img

Related Articles

Popular Categories

spot_imgspot_img