Saturday, July 26, 2025
20.9 C
London

ହଳଦିଆପଦର ନିକଟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଘଟଣାରେ ୩ଗିରଫ l

ବ୍ରହ୍ମପୁର,୧୮/୨(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅଧୀନ ହଳଦିଆପଦର ନିକଟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିବା ଘଟଣାରେ ପୋଲିସ ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବଡ ସାହିର ରଞ୍ଜନ ସାହୁ (୨୨) ଓ ମୁରଲୀ ସେଠୀ(୨୬ ) କୁ ଗିରଫ କରିଛି l ଏଥିସହ ଲୁଟ ସୁନା କିଣୁଥିବା ଅଭିଯୋଗରେ ବୁରାତଳ ର ଗୋବର୍ଦ୍ଧନ ନାୟକ କୁ ମଧ୍ୟ ଗିରଫ କରିଛି। ଏବଂ ସେମାନଙ୍କ ନିକଟରୁ ଗୋଟିଏ କେଟିଏମ ମୋଟରସାଇକେଲ (ଓଡି ୩୩ ଏ ଏଲ ୬୪୪୮), ୩ ଟି ମୋବାଇଲ ଫୋନ,୪୮ ହଜାର ଟଙ୍କା,୨୬.୧୪ ଗ୍ରାମ ଓଜନର ସୁନା ନେକେଲସ,୫୩.୯୨ ଗ୍ରାମ ଓଜନର ୩ ଟି ସୁନା ଚେନ ସହ ୧.୧୯ ଗ୍ରାମ ଓଜନର ତିନୋଟି କାନଫୁଲ ଜବତ କରାଯାଇଛି l

Hot this week

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ।

ଭୁବନେଶ୍ୱର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ...

୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

ସମ୍ବଲପୁର,୨୧/୭(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା...

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ।

ପିପିଲି,୦୯/୭((କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା,...

Topics

ଆଜି ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ।

ପୁରୀ,୦୬/୭(କଳିଙ୍ଗ ଜାଗରଣ ବ୍ୟୁରୋ):-ସିଂହଦ୍ଵାର ସମ୍ମୁଖରେ ତିନି ରଥ l ଆଜି ରଥ...

ବେଆଇନ୍ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ବୃଦ୍ଧି l

ବ୍ରହ୍ମପୁର ,୦୬/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ମେଡିକାଲ...
spot_img

Related Articles

Popular Categories

spot_imgspot_img