ବ୍ରହ୍ମପୁର,୧୩/୧(ଡି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଆମ୍ବପୁଆସ୍ଥିତ ଆୟକର ଭବନ ଅଫିସ ନିକଟରେ ଗୋପାଳପୁର ଥାନା ପୁଲିସର ଯାଞ୍ଚ ବେଳେ ଏକ କାରରୁ ୪୪ କେଜି ଓଜନର ଗଞ୍ଜେଇ ଜବତ ସହ ୩ ଗିରଫ ।ସେ ମାନେ ଅଙ୍ଗରଗାଁରୁ ଗଞ୍ଜେଇ ଆଣି ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିଶାଖାପାଟଣା ଚାଲାଣ କରିବାକୁ ଯୋଜନା କରୁଥିଲେ ।

Hot this week
Free News - Where voices unite, stories flourish, and community thrives through open dialogue and meaningful connections.
Get important news delivered directly to your inbox and stay connected!