ଭୁବନେଶ୍ୱର,୨୫/୦୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ ରସିକ ବର ସିଦ୍ଧାର୍ଥ ଶଙ୍କର ରଥକୁ ଗିରଫ କରିଛି । ହାତଗଣ୍ଠି ପୂର୍ବରୁ ବର ହାତରେ ପଡିଛି ହାତକଡି l ଆଜି ସିଦ୍ଧାର୍ଥଙ୍କର ଥିଲା ବାହାଘର । ହେଲେ ସିଦ୍ଧାର୍ଥ ପୂର୍ବରୁ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ବିବାହ କରିବାକୁ କହିଥିଲା । କିନ୍ତୁ ବିବାହ ନକରି ଠକି ଦେଇଥିଲା ।




