ଶ୍ରୀଜଗନ୍ନାଥଙ୍କ ଲକ୍ଷେ ଶାକଗ୍ରାମ ଭଜନରେ ଅତ୍ୟନ୍ତ ଚିତା କର୍ଶକ ସମର୍ପିତ ନାଚ ପରିବେଷଣ ଅନୁଷ୍ଠିତ

ଭୁବନେଶ୍ୱର,୦୪/୧(ଲିପିକା ରାଣୀ ରାଉତ):-ଶ୍ରୀ ଜଗନ୍ନାଥଙ୍କ ଲକ୍ଷେ ଶାକଗ୍ରାମ ଭଜନରେ ଭୁବନେଶ୍ୱର ଲେଡ଼ିଜ ଫୋରମ ପକ୍ଷରୁ ଅତ୍ୟନ୍ତ ଚିତା କର୍ଶକ ସମର୍ପିତ ନାଚ ପରିବେଷଣ କରି ଥିଲେ,ଏହି ସୁନ୍ଦର ଭଜନ ଟି ସୌରଭ ଭାରଦ୍ୱାଜ ଙ୍କ ଦ୍ୱାରା ବୋଲାଯାଇଛି ନୂତନ ଇଂରାଜୀ ବର୍ଷ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଜଗତର କଲ୍ୟାଣ ନିମନ୍ତେ ସମୁହ ପ୍ରାର୍ଥନା ‘ସକଳେ ହୋଇ ଏକ ମୁଖ ପ୍ରାର୍ଥନା କରିବା ଶ୍ରୀଜଗନ୍ନାଥ ରଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟକ୍ରମ ରେ ଓଡିଶାର କନ୍ଧମାଳ ଅନୁଗୁଳ ଢେଙ୍କାନାଳ ପୁରୀ ଭୁବନେଶ୍ୱର କଟକ ରୁ ଫୁଲବାଣୀ ରୁ ବହୁ ସଂଖ୍ୟାରେ ଏହି ପ୍ରାର୍ଥନା କାର୍ଯ୍ୟକ୍ରମ ରେ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚତୁର୍ଦ୍ଧା ମୂର୍ତ୍ତି ର ଦର୍ଶନ ଏହି ମହାନ କାଯ୍ୟକ୍ରମ କୁ ସଫଳ କରାଇ ଥିଲେ, ଏହି ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଲେଡ଼ିଜ ଫୋରମ ପକ୍ଷରୁ ସମର୍ପିତ ଶ୍ରୀ ଜଗନ୍ନାଥଙ୍କ ଭଜନ ନାଚ ଅନୁଷ୍ଠିତ ହୋଇ ଯାଇଛି, ଏହା ମହାପ୍ରଭୁ ଙ୍କ ଆଗରେ ଅତି ସୁନ୍ଦର ଭାବେ ମହିଳା ମାନେ ନାଚ ପରିବେଷଣ କରିଥିଲେ, ଏହା ଅତ୍ୟନ୍ତ ଚିତା କର୍ଶକ ନାଚ ଥିଲା ସମସ୍ତେ ଅତ୍ୟନ୍ତ ଆନନ୍ଦ ଅନୁଭବ କରି ତାଳି ମାରି ଥିଲେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img