ଯାଜପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଛାତ୍ର ଜଣଙ୍କ ରଗଡ଼ି ସରକାରୀ ପଲିଟେକନିକ୍ କଲେଜର ମେଟାଲର୍ଜି ବିଭାଗର ପ୍ରଥମବର୍ଷ ଛାତ୍ର ଥିବାବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟିହୋଇଛି।ଏବଂ ସେ କେନ୍ଦୁଝର ଜିଲ୍ଲା ର ବୋଲି ସୂଚନା ।




