ବ୍ରହ୍ମପୁର,୧୩/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସମ୍ପୃକ୍ତ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନର ଶୁଣାଣି ତୃତୀୟ ଅତିରିକ୍ତ ଜିଲ୍ଲା କୋର୍ଟରେ ହୋଇଛି । ଏବଂ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି ।ଗତ ୯ ତାରିଖରେ ପୋଲିସ ପକ୍ଷରୁ ସିଡି ଦାଖଲ ହୋଇଥିଲା ।



