ଭୁବନେଶ୍ଵର,୧୦/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ଵର ଲୋୟର ପିଏମ୍ ଜିରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୭ ଦଫା ଦାବି ନେଇ ଚାଲିଥିବା ବିକ୍ଷୋଭ ସମାବେଶ ସ୍ଥଗିତ ରହିଛି । ସେହିପରି ୫ ଦିନ ଧରି ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏବଂ ସରକାରଙ୍କୁ ଦେଇଛନ୍ତି ୭ ଦିନର ମହଲତ ।




