ଲକ୍ଷ୍ମୀନୁରସିଂହ ସାହି ମେନ ରୋଡରେ ବିଦ୍ୟୁତ୍ ଖୁଣ୍ଟରେ ଜଟିଳ ତାର : ଦୁର୍ଘଟଣାର ସମ୍ଭାବନା

ବ୍ରହ୍ମପୁର,୦୩/୧୨(ଇବିଜୟ କୁମାର ଗୌଡ଼):-ଲକ୍ଷ୍ମୀନୁରସିଂହ ସାହି ହରାଡାଖଣ୍ଡି ବନ୍ଧ, ମେନ ରୋଡ ଓ ସବୁ ସାହିରେ ଏହି ଭଳି ପରିସ୍ଥିତି ଦେଖାଯାଉଛି l ବିଦ୍ୟୁତ୍ ଖୁଣ୍ଟରେ କୁଢ଼ କୁଢ଼ ଜଟିଳ ତାର ସହରର ଏକପ୍ରକାର ଗୋଦାମ ଭଳି ଦେଖାଯାଉଛି ଓ ଜନସାଧାରଣ ସେହି ରାସ୍ତା ଯିବା ଆସିବା କରୁଥିବାର ଦେଖାଯାଉଛି l କିନ୍ତୁ ଦୁର୍ଘଟଣାର ସମ୍ଭାବନାହେଲେ ଏଥିରେ କିଏ ଦlୟୀ ରହିବ ବୋଲି ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି l ବିଦ୍ୟୁତ୍ ଖୁଣ୍ଟ ରେ ତାର ସବୁ ଝୁଲିବାକୁ ଲାଗିଥିବାବେଳେ ଜନସାଧାରଣଙ୍କ ଭୟର କାରଣ ହୋଇଛି। ଖୁଣ୍ଟ ଉପରେ ବିଦ୍ୟୁତ୍ ତାର, କେବୁଲ୍ ଏବଂ ଅନ୍ୟାନ୍ୟ କମ୍ପାନୀଙ୍କ ତାରଗୁଡ଼ିକ ଗୋଟିଏ ବଡ଼ ଅବ୍ୟବସ୍ଥିତ ଜଟିଳ ଗଣ୍ଠି ସୃଷ୍ଟି କରିଛି। ଏହି ଅବସ୍ଥାରେ କେତେବେଳେ ବି ଛୋଟ ଶାର୍ଟ ସର୍କିଟ୍, ମଧ୍ୟ ଦେଖାଯାଉଛି,କିମ୍ବା ବିଦ୍ୟୁତ୍ ଘାତ ଘଟିବା ସମ୍ଭାବନା ରହିଛି। ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, ଶିଶୁମାନେ ଏବଂ ସାଧାରଣ ଲୋକ ଏହି ଖୁଣ୍ଟର ନିକଟରେ ପ୍ରତିଦିନ ଯାତାୟାତ କରୁଛନ୍ତି, ଯାହା ପରିସ୍ଥିତିକୁ ଅଧିକ ଅପସ୍ଥିତିଜନକ କରିଛି। ଖୁଣ୍ଟ ପଛ ପଟରେ ଘର ସବୁ ରହିଥିବାରୁ ବିଦ୍ୟୁତ୍ ଘାତ ଘଟିବା ସମ୍ଭାବନା ରହିଛି। ଏଥିପ୍ରତି ବିଦ୍ୟୁତ୍ ବିଭାଗ ତୁରନ୍ତ ପଦକ୍ଷେପ ନେଇ ତାର ଗୁଡ଼ିକୁ ସୁଚିତ୍ର ଭାବେ ବ୍ୟବସ୍ଥାପିତ କରନ୍ତୁ ll ଖରାପ ଓ ଲୁଜ୍ ତାରଗୁଡ଼ିକୁ ପରିବର୍ତ୍ତନ କରାଯାଉ l ଶିଶୁମାନଙ୍କ ସୁରକ୍ଷା ପାଇଁ ଖୁଣ୍ଟ ତଳେ ତାର ଝୁଲିବାକୁ ରୋକାଯାଉ l ସାଧାରଣଲୋକଙ୍କ ମତରେ, ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ପଦକ୍ଷେପ ଦେଖାଯାଇନାହିଁ।

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img