Friday, June 5, 2026
13.7 C
London

ଚିକିଟି ବ୍ଳକ ସ୍ତରୀୟ ଭାଗବତ ଟୁଙ୍ଗି ପରିଚାଳନା କମିଟି ଗଠନ ହୋଇଯାଇଅଛି।

ଚିକିଟି,୨୫/୧୧(ବିଜୟ ଗୌଡ଼):-ଚିକିଟିସ୍ଥ ବଡ଼ ରାଧାକାନ୍ତ ମଠ ପରିସରରେ ଚିକିଟି ବ୍ଳକ ସ୍ତରୀୟ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ରବିବାର ଦିନ ଗଠିତ ହୋଇଯାଇଅଛି।ଜିଲ୍ଲା ସଭାପତି ମହନ୍ତ ହରିହର ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ମହନ୍ତ ରାଧାକାନ୍ତ ଦାସ ମହାରାଜ କହିଲେ ଯେ କଳିଯୁଗରେ ଭାଗବତ ଗ୍ରନ୍ଥ ଆମମାନଙ୍କୁ ଭବ ସାଗରୁ ମୁକ୍ତି ପ୍ରଦାନ କରିବ । କୋଳି ଗାଁ ମହନ୍ତ ମହାରାଜ, ଚିକିଟି ରାଧାକାନ୍ତ ମଠ ମହାରାଜ, ଏବଂ ଚିକିଟି ବ୍ଳକ ର ୧୧ ଟି ଭାଗବତ ଟୁଙ୍ଗି ସଦସ୍ୟ ଉପସ୍ଥିତ ରହି ବ୍ଳକ ସ୍ତରୀୟ କମିଟି ଗଠନ କରାଗଲା।
ସଂଘଠନ ସମ୍ପାଦକ କାର୍ତ୍ତିକ ସାହୁ ଓ କାର୍ଯ୍ୟାଳୟ ସଚୀବ ଅଲେଖ ବାଡତ୍ୟା ଉପସ୍ଥିତ ସଦସ୍ୟ ମାନଙ୍କୁ ଭାଗବତ ଟୁଙ୍ଗି ସ୍ଥାପନ ର ନିୟମାବଳୀ ବୁଝାଇଥିଲେ। ଏହି ଅବସରରେ କାଶୀ ଵିଦ୍ବତ୍ ପରିଷଦ ପକ୍ଷରୁ ଵିଦ୍ବତ୍ ଭୂଷଣ ଉପାଧି ରେ ଭୂଷିତ ହୋଇଥିବା ଆମ ଜିଲ୍ଲା ଉପସଭାପତି ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img