ଗୁରୁଣ୍ଠିରେ ମୋରମ ମାଫିଆଙ୍କ ଆତଙ୍କରାଜ।

କୁକୁଡାଖଣ୍ଡି,୦୭/୧୧(ଇ .ରଞ୍ଜନ):-କୁକୁଡାଖଣ୍ଡି ତହସିଲ ଅଧୀନରୁ ପ୍ରତିଦିନ ଦିବାରାତ୍ର ବେଧଡକ ଭାବେ ମାଫିଆ ମାନେ ମୋରମ ଲୁଟୁଛନ୍ତି। ପ୍ରତିବାଦ କଲେ ବିଭିନ୍ନ ପ୍ରକାର ଭୟ ଦେଖାଉଥିବା ଅଭିଯୋଗ ହୋଇଛି। ଏହି ବ୍ୟବହାର ରେ ଅତିଷ୍ଟ ହୋଇ କୁକୁଡାଖଣ୍ଡି ବ୍ଲକ ଗୁରୁଣ୍ଠି ସରପଞ୍ଚ ବି ମାଗତା ପାତ୍ର,ପୂର୍ବତନ ସରପଞ୍ଚ ପରମା ନନ୍ଦ ସାହୁ, ପୂର୍ଣ୍ଣ ନାୟକ ଙ୍କ ସହ ୱାର୍ଡ ମେମ୍ବର ଗ୍ରାମବାସି ମାନେ ମୋରମ ଚାଲାଣ ହେଉଥିବା ସ୍ଥାନକୁ ଯାଇ ପ୍ରତିବାଦ କରିଥିଲେ। ଗୁରୁଣ୍ଠି ପଞ୍ଚାୟତ ର ୭ ଏକର ପରିମିତ ୬୯୫୫ ପଟା ନମ୍ବର ର ଚରଡ଼ିଆ ଗାଇଗୋଠ ପଡିଆ ରୁ ମୋରମ ବେଧଡକ ଭାବେ ଚାଲାଣ ହୋଇ ରିଙ୍ଗ ରୋଡ଼ କାମରେ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।

ଯାହା ଦ୍ୱାରା ଗ୍ରାମର ପରିବେଶ ନଷ୍ଟ ହେବା ସହ ଗାଇ ଗୋଠ ଗୁଡିକ ଆଉ ଚରିବା କୁ ସୁବିଧା ହୋଇପାରୁନାହିଁ। ଗ୍ରାମବାସୀ ମାନେ ପ୍ରତିବାଦ କରିଲେ ବିଭିନ୍ନ ପ୍ରକାର ଭୟ ମାଫିଆ ମାନେ ଦେଖାଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଂଚାୟତ ନିକଟରେ ଶ୍ରୀରଙ୍ଗରାଜ ପୁର,ଗୁରୁଣ୍ଠି, ନୂଆଗାଁ, ଯୋଗିଆପଲି ଆଦି ଅଂଚଳ ରେ ପ୍ରତିଦିନ ମୋରମ ଚାଲାଣ ହେଉଥିବା ଗୁରୁଣ୍ଠି ସରପଞ୍ଚ ଅଭିଯୋଗ କରିଛନ୍ତି। ଗ୍ରାମବାସୀ କ ପ୍ରତିବାଦ ବେଳେ କିଛି ମୋରମ ଚାଲାଣକାରି ମାନେ ପହଂଚି ଖଣି ବିଭାଗ ର ଅନୁମତି କ୍ରମେ ମୋରମ ଚାଲାଣ କରୁଥିବା ନେଇ ଗ୍ରାମବାସି ଙ୍କ ସହ ଯୁକ୍ତିବାଢିଥିଲେ। ଅନ୍ୟପକ୍ଷେ ଗୋଚର ଜମି କୁ କେମେତି ଖଣି ବିଭାଗ ମୋରମ ଖନନ ପାଇଁ ଅନୁମତି ଦେଲା କିପରି ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। ଏନେଇ କୁକୁଡାଖଣ୍ଡି ବ୍ଲକ ଖଣି ବିଭାଗ ଦାଇତ୍ୱ ରେ ଥିବା ରାମ ସୋରେନ କହିଛନ୍ତି ଅଭିଯୋଗ ହୋଇଥିଲା କାମ ବନ୍ଦ କରିଛୁ।

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img