କଟକ,୦୭/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- କଟକରେ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ । ପୀଡ଼ିତା ଜଣକ ଗର୍ଭବତୀ ହେବା ପରେ ବଳପୂର୍ବକ ଗର୍ଭପାତ କରାଇଥିଵା ନେଇ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି l ଅଭିଯୁକ୍ତ ଜଣକ ଜଗତସିଂହପୁର ଅଭୟଚାନ୍ଦପୁର ଥାନା ନୂଆଗାଁର ଲିପୁନ ଖୁଣ୍ଟିଆ ହୋଇଥିବାବେଳେ ପୁଲିସ ତାକୁ ଗିରଫ କରିଛି ।




