ଅବସର ନେଲେ ଜଗଦଳପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ l

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଶିକ୍ଷା ବିଭାଗ ଅନ୍ତର୍ଗତ ଜଗଦଳପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କ ଆଜି ସରକାରୀ ବିଧି ନୀୟମ ଅନୁଯାଇ ସରକାର ଦାୟିତ୍ଵ ରୁ ଅବସର ଗ୍ରହଣ କରିବାକୁ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଥିବା ରୁ ସେ ଆଜି ଅବସର ଗ୍ରହଣ କରିଛନ୍ତି l ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ କରି ତାଙ୍କର ବିଦ୍ୟାଳୟ ପ୍ରତି ଭଲ ପାଇବା ସହ ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଏକତା ସୃଷ୍ଠି କରିବା ସହ ସମୟନୁଯାଇ ଶ୍ରେଣୀ କକ୍ଷରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଧାନ ଦିଗ ରେ ମାର୍ଗଦର୍ଶନ ଦେବା ଏହା ସାଙ୍ଗ କୁ ଶୃଙ୍ଖଳିତ ଓ ସୈଖିକ ବାତାବରଣରେ ବିଦ୍ୟାଳୟ ର ବିଦ୍ୟାର୍ଥୀ କିପରି ସୁଚାରୁ ରୁପେ ଶିକ୍ଷାର ଅଧ୍ୟୟନ କରି ଉଜ୍ଜଳ ଭବିଷ୍ୟତ ର ବିକାଶ ଉପରେ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପଣ୍ଡା ପ୍ରଧ୍ୟାନ୍ୟତା କୁ ନେଇ ବିଦ୍ୟାଳୟର ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଅତିଥି ମାନଙ୍କ ଠାରେ ଶ୍ରୀମତୀ ପଣ୍ଡାଙ୍କ ଉନ୍ନତ କାର୍ଯ୍ୟକଳାପ ଉପରେ ମତ ଉପସ୍ଥାପନ କରିଥିଲେ l ସେ ସରକାରଙ୍କ ଶିକ୍ଷା ବିଭାଗ ରେ 2000 ମସିହାରେ ବି.କେ ହାଇସ୍କୁଲ ରେ କାର୍ଯ୍ୟରତ ରହି ଆସୁଥିଲେ ପରବର୍ତ୍ତୀ ସମୟ ରେ ବ୍ରହ୍ମପୁର ଭି.ଭି ଗିରି ମହିଳା ଉଚ୍ଚ ବିଦ୍ୟାଳୟରେ ଭଲ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ ସୁଚାରୁରୁପେ ତୁଲାଇଥିଲେ l ଯାହାଫଳ ରେ ଜଗଦଳପୁର ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ କୁ ତାଙ୍କୁ 2022ମସିହା ରେ ପ୍ରଧାନ ଶିକ୍ଷକ ଭାବେ ସରକାର ଅବତୀର୍ଣ୍ଣ କରିଥିଲେ l ତାଙ୍କର ଅବସର ବିଦାୟ କୁ ନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଠାରୁ ବିଦ୍ୟାର୍ଥୀ, ପାଚିକା, ବିଦ୍ୟାଳୟର ଏସମସି ସଦସ୍ୟ ସଦସ୍ୟା ଏବଂ ସଭପତି ଗ୍ରାମର ସରପଞ୍ଚ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି l ଏହି ଅବସର ପରେ ସମସ୍ତ ବିଦ୍ୟାଳୟର ଦାୟିତ ସୁନିତା ପଣ୍ଡା ଉପରେ ନ୍ୟସ୍ତ କରିଛନ୍ତି l ଏହି ଅବସରକାଳୀନ ଉତ୍ସବ ରେ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ଜିଲ୍ଲାପରିଷଦ ସଭ୍ୟ ଭାରତୀ ନାୟକ,ବିଦ୍ୟାଳୟର ପ୍ରଯୁକ୍ତି ବିଜ୍ଞାନର ଶିକ୍ଷୟତ୍ରୀ ସୁନିତା ପଣ୍ଡା, କେ. ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶାଙ୍କ ସେଖର ପଣ୍ଡା, ପଞ୍ଚମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ସୌଦାମିନୀ ବରାଳ, ଙ୍କ ସମେତ ବହୁ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img