ସୁବର୍ଣ୍ଣପୁର,୨୭/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ଜାଲ ନୋଟ ରାକେଟ ର ଖୁଲାସା କରିଛି ବିନିକା ପୁଲିସ । ଏବଂ ଏହି କାରବାରରେ ଲିପ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪ ଲକ୍ଷ ୧ ହଜାର ୫୦୦ ଟଙ୍କାର ଜାଲ ନୋଟ ଜବତ କରିଛି।

Hot this week
Free News - Where voices unite, stories flourish, and community thrives through open dialogue and meaningful connections.
Get important news delivered directly to your inbox and stay connected!