କାମାକ୍ଷାନଗର ,୨୪/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସମ୍ପର୍କୀୟ ଖୁଡ଼ୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁତୁରା ହୋମ୍ ଗାର୍ଡ ଗିରଫ ହୋଇଛନ୍ତି । ଗିରଫ ପୁତୁରା ହୋମ୍ ଗାର୍ଡ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁର ଅରବିନ୍ଦ ମଲ୍ଲିକ ହୋଇଥିବାବେଳେ ସେ ହିନ୍ଦୋଳ ଥାନାରେ ହୋମ୍ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।




