କନ୍ଧମାଳ,୨୩/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ହାଇୱା ଓ ପିକ୍ଅପ୍ ମଧ୍ୟରେ ଧକ୍କା l ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୮ଜଣ ଗୁରୁତର ହୋଇ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।ଏବଂ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ଥିବା ବେଳେ କଣ୍ଟାମାଳ ଓ ଘଣ୍ଟାପଡ଼ା ପୁଲିସର ତଦନ୍ତ ଜାରି ।




